ଭସାପୋଲରେ ୩୦ ଯାତ୍ରୀ, ୧୦ ବାଇକି ଏବଂ ଗୋଟିଏ ଡାଲା ଅଟୋ ଥିବା ଜଣାପଡିଛି । କୁହୁଡି କାରଣରୁ ଚାନେଲ ଜଣା ନ ପଡିବାରୁ କୁଦରେ ଲାଗି ଯାଇଥିଲା ଭସାପୋଲ ।
ଓଡିଶା ଖବର ଆହୁରି ପଢନ୍ତୁ
ଖୋର୍ଦ୍ଧା: ପ୍ରବଳ କୁହୁଡି କାରଣରୁ ଚିଲିକାରେ ୪୦ ମିନିଟି ଧରି ଅଟକି ରହିଛି ଜାତ୍ରିବାହି ଭସାପୋଲ । ଭସାପୋଲଟି ସାତପଡାରୁ ଜହନ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଭସାପୋଲରେ ୩୦ ଯାତ୍ରୀ, ୧୦ ବାଇକି ଏବଂ ଗୋଟିଏ ଡାଲା ଅଟୋ ଥିବା ଜଣାପଡିଛି । କୁହୁଡି କାରଣରୁ ଚାନେଲ ଜଣା ନ ପଡିବାରୁ କୁଦରେ ଲାଗି ଯାଇଥିଲା ଭସାପୋଲ ।
ଓଡିଶା ଖବର ଆହୁରି ପଢନ୍ତୁ