ୟୁରୋପୀୟ ଦେଶ ବିପକ୍ଷରେ ଆମେରିକା ଶେଷ ୧୧ଟି ବିଶ୍ୱକପ୍ ମ୍ୟାଚ୍ ଜିତିପାରି ନାହିଁ । ୨୦୦୨ ବିଶ୍ୱକପ୍ରେ ଆମେରିକା ୩-୨ ଗୋଲ୍ରେ ପର୍ତ୍ତୁଗାଲ୍କୁ ହରାଇଥିଲା । ଏହାପରେ ଦଳ ୟୁରୋପୀୟ ଦେଶ ବିପକ୍ଷରେ ୫ଟି ମ୍ୟାଚ ପରାଜିତ ହୋଇଛି ଓ ୬ଟି ମ୍ୟାଚ୍ ଜିତିଛି । କୋଚ ଲୁଇସ ଭାନ ଗାଲ୍ଙ୍କ ଅଧିନରେ ନେଦରଲାଣ୍ଡ୍ସ ବିଶ୍ୱକପ୍ରେ ୧୦ଟି ମ୍ୟାଚ୍ ଅପରାଜେୟ ରହିଛି । ୭ଟି ମ୍ୟାଚ୍ ଜିତିଥିବାବେଳେ ୩ଟି ମ୍ୟାଚ୍ ଡ୍ର’ ରହିଛି ।
ଖେଳ ଖବର ଆହୁରି ପଢନ୍ତୁ