
ସାହାଜାହାନଙ୍କ ନିର୍ଦ୍ଦେଶ, ଯାଅ କାଶୀ ବିଶ୍ବନାଥ ମନ୍ଦିର ଧ୍ବଂଶ କର !
ଅର୍ଗସ୍ ବ୍ୟୁରୋ : ମୋଗଲ ବର୍ବରତାର ଅନେକ କାହାଣୀକୁ ନିଜ ଛାତି ଭିତରେ ସାଇତି ରଖିଛି ବାରଣାସୀ। ଏ କ୍ଷେତ୍ରରେ ମାଟି, ପାଣି ଆଉ ପବନରେ ଅଛି ମୋକ୍ଷର ଆକାଂକ୍ଷା। କିନ୍ତୁ ମୋଗଲ ଶାସକମାନଙ୍କ ହିନ୍ଦୁ ବିଦ୍ବେଷୀ ନୀତି ଯୋଗୁ ଏ କ୍ଷେତ୍ର ଏକଦ

ଆଖିର ଲୁହ, ମନର କୋହ ବୋଲ ମାନିଲାନି
ଅର୍ଗସ୍ ବ୍ୟୁରୋ: ଭାଇକୁ ଦେଖି କାନ୍ଦିପକେଇଲେ ଭଉଣୀ । ଆଖିର ଲୁହ, ମନର କୋହ ବୋଲ ମାନିଲାନି। ପ୍ରୋଟକଲକୁ ଭାଙ୍ଗିଲା ଭାଇ-ଭଉଣୀର ଭଲ ପାଇବା। ଗହଳି ଭିତରେ ଭାଇକୁ ପାଖରେ ପାଇ କୁଣ୍ଢାଇ ପକାଇଲେ ରାଧାରାଣୀ । ଭାଇ ଛାତିରେ ମଥା ରଖି କାନ୍ଦ

ନାରୀ ହିଁ ଜାଣିଥାଏ ତା ସ୍ବାମୀର ପୁରୁଷାର୍ଥର ପ୍ରକୃତ ସତ !
ଅର୍ଗସ୍ ବ୍ୟୁରୋ : ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଅନୁଭବ ! ନାରୀ ହିଁ ଜାଣିଥିବ ତା ସ୍ବାମୀର ପୁରୁଷତ୍ବର ପ୍ରକୃତ ସତ । ଏମିତି କିଛି କହି ଅନୁଭବଙ୍କୁ ଟାର୍ଗେଟ କଲେ ବର୍ଷାଙ୍କ ଫ୍ୟାନ। ନା ନେଇ ଧୋଇଦେଲେ ବିଜେଡି ସାଂସଦଙ୍କୁ । ସୋସିଆ

ସାରଥୀଙ୍କ ଶରଣରେ ଅନୁଭବ !
ଅର୍ଗସ ବ୍ୟୁରୋ: କେତେବେଳେ ଆଇ ଲଭ ୟୁ କହି ଆଉ କେତେବେଳେ ବାଳୁଙ୍ଗା ଟୋକା ସାଜି ଆଉ କେତେବେଳେ ମାଟ୍ରିକ୍ ଫେଲ୍ ହୋଇଥିବା ଅନୁଭବ ମହାନ୍ତି ଏବେ ତ୍ରିଶଙ୍କୁ ଅବସ୍ଥାରେ । ପତ୍ନୀ ବର୍ଷାଙ୍କ ସହ ତାଙ୍କର ବିବାଦ ପରେ ଏବ
ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ ହେଲା ଟ୍ରେନ୍
ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଟ୍ରେନ୍ ଗୁଡିକ ଦୁଇ ଦିନ ପାଇଁ ପ୍ରଭାବିତ ହେବ। 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭ

ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶେଷ୍ଠ କରି ଦେଖାଇଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ଜାପାନରେ ଅନୁଷ୍ଠିତ ଚତୁର୍ଥ କ୍ବାର୍ଡ ସମ୍ମଳନୀରେ ରାଷ୍ଟ୍ରପତି ବାଇଡେନଙ୍କ ସମେତ ତିନି ରାଷ୍ଟ୍ର ମୁଖ୍ୟ ଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା । କ୍ୱାଡ ଅଧିବେଶନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭି

ବିଷ ଦେଇ ମାରିଦେଲେ ମହାବଳ
ଅର୍ଗସ୍ ବ୍ୟୁରୋ : ଦେଶରୁ କମୁଛି ମହାବଳ ବାଘଙ୍କ ସଂଖ୍ୟା। ତଥାପି ଏହାକୁ ଶିକାର କରିବାରୁ ମଣିଷ ଆପଣାଉଛି ନୂଆ ନୂଆ ପନ୍ଥା ରଚୁଛି ମହାବଳ ହତ୍ୟାର ନୂଆ ଫଣ୍ଡା। ସମ୍ମୁଖ ଯୁଦ୍ଧରେ ପାରୁ ନ ଥିବା ମଣିଷ ଏବେ ବାଘକୁ ବିଷ ଦେଇ ମାରୁଛି। ଘଟଣ

ରାୟଗଡା ଜିଲ୍ଲା ଗୁଡାରି ବନବିଭାଗକୁ ମିଳିଛି ବଡ଼ ଧରଣର ସଫଳତା, ୨ ଜଣ ଗିରଫ
ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଡାରି ବନବିଭାଗକୁ ମିଳିଛି ବଡ଼ ଧରଣର ସଫଳତା । ଗୁଡାରି ଓ ପଦ୍ମପୁର ବନାଞ୍ଚଳରେ ଅସାଧୁ ମାଫିଆ ମାନେ ପଶୁପକ୍ଷୀଙ୍କୁ ଶିକାର କରି ଚମଡା, ଶିଙ୍ଗ, ଦାନ୍ତ ପ୍ରଭୃତି ମୂଲ୍ୟବାନ ସାମଗ୍ରୀ ଚଢା ଦରରେ ବିକ୍ର
ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଇଲେ ପ୍ରଥମ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ
ଅର୍ଗସ ବ୍ୟୁରୋ: ପୁଣି ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ରାଫେଲ୍ ଉଡ଼ାଇଲେ ପ୍ରଥମ ଓଡ଼ିଆ ପୁଅ । ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଇଲେ ପ୍ରଥମ ଓଡ଼ିଆ ପୁଅ ଦିଲୀପ କୁମାର ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଅଛନ୍ତି ଦିଲୀ
ଟମାଟୋ ଫ୍ଲୁ ପାଇଁ ନାହିଁ ଔଷଧ କିମ୍ବା ଭ୍ୟାକ୍ସିନ, ସତର୍କ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଟମାଟୋ ଫ୍ଲୁ ଡର । ଅନ୍ୟ ରାଜ୍ୟରେ ଏହି ଫ୍ଲୁ କିଛି ଦିନ ହେବ ମାଡି ଚାଲିଥିବା ବେଳେ ଏବେ ଓଡ଼ିଶାରେ ୨୬ ଜଣ ହ୍ୟାଣ୍ଡ ଫୁଟ୍ ଆଣ୍ଡ ମାଉଥ ଡିଜିଜରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ରାଜଧାନ
ମନ୍ତ୍ରୀଙ୍କ ସୁଶାନ୍ତ ସିଂହଙ୍କ ଘର ଆଗରେ ହଲ୍ଲାବୋଲ
ଅର୍ଗସ ବ୍ୟୁରୋ: ନ୍ୟାୟ ପାଇଁ ଲଢେଇ କରୁଥିବା ମାଆ ମାନଙ୍କର ଆନ୍ଦୋଳନ । ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଘର ଆଗରେ ହଲ୍ଲାବୋଲ । ଟିଭିରେ ପ୍ରଚାର ପାଇଁ ନାଟକ କରୁଥିବା କହିଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ଆନ୍ଦୋଳନ କରୁଥିବ

ଚକରା ଗ୍ୟାଙ୍ଗର 7 ଜଣଙ୍କୁ ଗିରଫ, ସାମିଲ ଥିଲେ ଜଣେ ମହିଳା
ଭୁବନେଶ୍ୱର: ରାଜଧାନୀରେ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ । ଚକରା ଗ୍ୟାଙ୍ଗର 7 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗତକିଛି ଦିନ ତଳେ ଚକରାକୁ ଏନକାଉଣ୍ଟର କରିଥିଲା ପୋଲିସ । ଏହି ଡକାୟତି ଗ୍ୟାଙ୍ଗ ଗତ କିଛିଦିନ ଦି

ବ୍ରଜରାଜନଗର ଉପନିର୍ବାଚନ; ଆସନ୍ତାକାଲି ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନରେ ଓହ୍ଲାଇବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତପସ୍ଵିନୀ ଏକ୍ସପ୍ରେସରେ ସେ ବ୍ରଜରାଜନଗର ଗସ୍

ଜିଲ୍ଲାପାଳଙ୍କ ସହାୟତାରେ ଚେନ୍ନାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମରଶରୀର
ଅର୍ଗସ ବ୍ୟୁରୋ : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହାୟତାରେ ନିଜ ଜନ୍ମ ମାଟିକୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ l ଗତ ୨୨ ତାରିଖ ଦିନ ଚେନ୍ନାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଜାଗିଲିପଦ

ପୁରୀରେ ଫୁଟିଲା ଗୁଳି,ଗଡିଲା ମୁଣ୍ଡ
ଅର୍ଗସ ବ୍ୟୁରୋ : ପୁରୀରେ ଫୁଟିଲା ଗୁଳି,ଗଡିଲା ମୁଣ୍ଡ। ଏମାରମଠ ନିକଟରେ ଦୁର୍ବୁତ୍ତଙ୍କ ଫାଇରିଙ୍ଗରେ ଜଣେ ମୃତ। ମୃତ ବ୍ୟକ୍ତି ହେଲେ ପୁରୀ ତଳୁଛ ସାହିର ଶିବରାମ ପାତ୍ର । ଟାଉନଥାନା ପୋଲିସର ତଦନ୍ତ ଆରମ୍ଭ। । ପୂର୍ବ ଶତ୍ରୁତାର

ଓଭର ବ୍ରିଜ ତଳୁ ନବଜାତ ଶିଶୁ ଉଦ୍ଧାର
ଅର୍ଗସ ବ୍ୟୁରୋ : ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ମା’ ଏଭଳି ସଜ୍ଞା, ଯାହାକୁ ଶବ୍ଦରେ ବଖାଣିହେବନି । ଯିଏ ସବୁଠାରୁ ନିଜର । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ କଲା ଶିଶ

ପୁଣି କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ
ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତପ ଭୂମିକୁ ଭୋଗ ଭୂମି କରିବାରେ ହିଁ ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଆଜିକାଲି ଏଇଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାର

ଦେଶକୁ ଆଲୋକିତ କରିବା ପାଇଁ ତ୍ୟାଗ ଦେଇଥିବା ବ୍ରଜରାଜନଗର ଆଜି ଉପେକ୍ଷିତ
ଅର୍ଗସ ବ୍ୟୁରୋ : ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବ

ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁକଲେ ଶାସକ ଦଳର କର୍ମୀ
ଅର୍ଗସ ବ୍ୟୁରୋ : ବିନା କାମରେ ସରକାରୀ ପ୍ରକଳ୍ପ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛନ୍ତି ଶାସକ ଦଳର କର୍ମୀମାନେ । ଇଲେକ୍ଟ୍ରିଫିକସନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣା କରାଯାଇଛି । ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛ

୧୬ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ, ପ୍ରସ୍ତୁତ ହେବ ଟିକାକରଣ ରଣନୀତି
ଅର୍ଗସ ବ୍ୟୁରୋ: ବ୍ୟାପୁଛି ମଙ୍କିପକ୍ସ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ। ମଙ୍କିପକ୍ସ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଚି। ୧୫ ଦିନ ମଧ୍ୟରେ ଏହା ପାଖାପାଖି ୧୬ଟି ଦେଶକ

ଆମେ ଆଉ ଏକାଠି ରହିପାରିବାନି ବର୍ଷା: ଅନୁଭବଙ୍କ ଭିଡିଓ ଜାରି
ଅର୍ଗସ ବ୍ୟୁରୋ: ପୁଣି ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ । ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ କରିବାରେ ଲାଗିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ଓ୍ୱାର ତେଜିବାରେ ଲାଗିଛି। ଅଭିନେତ୍ରୀ ବର୍ଷ

ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍; ଭାଇରାଲ ହେଉଛି ଭିଡିଓ
ଅର୍ଗସ୍ ବ୍ୟୁରୋ : ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ଭାଇରାଲ ହେଉଛି ଯୁବତୀଙ୍କ ଭିଡିଓ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ । ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍ କରି ବିବାଦକୁ ଆସିଛନ୍ତି ଆଉ ଜଣେ ଯୁବତୀ

ଛାତ୍ରଛାତ୍ରୀଙ୍କ ଅଭିଯୋଗ; କୋର୍ସ ଫି ନେଉଛନ୍ତି, ହେଲେ କ୍ସାସ ହେଉନି
ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା । ବିଶ୍ଵବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ବିଏସସି ନର୍ସିଂ ବିଭାଗ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଚତୁର୍ଥ ଥର ପାଇଁ ଛାତ୍ରଛାତ୍ରୀ ଧରଣ

ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି HFMD କହିବା: ବିଜୟ ମହାପାତ୍ର
ଅର୍ଗସ ବ୍ୟୁରୋ: ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ ରୋଗୀ ଓଡ଼ିଶାରେ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହ

ପରିକ୍ରମା ପ୍ରକଳ୍ପରେ ସହମତି ପାଇଁ ରାସ୍ତା ଅଛି ନା ପ୍ରକଳ୍ପ ବନ୍ଦ ଛଡା ବିକଳ୍ପ ନାହିଁ ?
ଅର୍ଗସ ବ୍ୟୁରୋ : ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ସହିତ ଶଙ୍କରାଚାର୍ଯ୍ୟଙ୍କ ଆଲୋଚନା । ସରକାରୀ ଏବଂ ବିରୋଧି ଦଳର ସଦସ୍ୟ ସାମିଲ । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ମିଛ ଧରାପଡିଯାଇଛି । ଅନ୍ୟପଟେ ପ୍ରକଳ୍ପ ହେଉ କିନ୍ତୁ ଦେଶ

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଝିଅ ମାରିଦେଇଥିବା ସନ୍ଦେହ
ଅର୍ଗସ ବ୍ୟୁରୋ: ମା'ର ମୃତଦେହ ସହ ୫ ଦିନ ରହିଲା ଝିଅ। ପରେ ଗନ୍ଧ ହେବାରୁ ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ। ରାଉରକେଲା ସହରର ବାସନ୍ତୀ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟଣା। ବାସନ୍ତୀ କଲୋନୀ FL 223 ଘରୁ ଉଦ୍ଧା

ଡ୍ରେନ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ । ଗତ କିଛି ଦିନ ତଳେ ରାସ୍ତା କଡ଼ରୁ ମଣିଷର କଟା ଗୋଡ଼ ଉଦ୍ଧାର ପରେ ଆଜି ନିକଟସ୍ଥ ଡ୍ରେନ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଯାହାକୁ ନେଇ ସ୍ଥାନୀ

ଶିକ୍ଷା, ବିକାଶ, ଦକ୍ଷତା, ପ୍ରଯୁକ୍ତିବିଦ୍ୟା ତଥା ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଅର୍ଗସ ବ୍ୟୁରୋ : ମୁମ୍ବାଇଠାରେ ଅବସ୍ଥାପିତ ସିଙ୍ଗାପୁର କନ୍ସଲ୍ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ସାକ୍ଷାତ କରିଛନ୍ତି । ଓ ଉତରୀୟ ପ୍ରଦାନ କରି ଶ୍ରୀ ଫୁଙ୍ଗ୍ଙ୍କୁ ସ୍ୱାଗତ ଜଣାଇଥିଲେ । ଫୁଙ୍ଗ
ଆସ୍ଥା ଫାଉଣ୍ଡେସନ ପକ୍ଷରୁ ରସାମାଂଥନ ୨୦୨୨ ଅନୁଷ୍ଠିତ
ଅର୍ଗସ ବ୍ୟୁରୋ: ଆସ୍ଥା ଫାଉଣ୍ଡେସନ ପକ୍ଷରୁ ରସାମାଂଥନ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଆୟୁର୍ବେଦିକ ଚିକିତ୍ସାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ସାମ୍ପ୍ରତିକ ପରିସ୍ଥିତିରେ ମୌଳିକ ଏବଂ ଉନ୍ନତ ରାସ
Download Argus News App
