ରାସ୍ତା ଉପରେ ଥିବା ସ୍କୁଟି ଜଳିଗଲା । ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଥିବା ଏକ ସ୍କୁଟି ଜଳିଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସ୍କୁଟିଟି କିପରି ଜଳିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
#ArgusNews #Odisha #Argusupdate #Bhubaneswar #scootyburn