ଶ୍ବଶୁର ଘର ଆଗରେ ନବ ବଧୁର ଧାରଣା । ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଲାଇନଠାରେ ସ୍ବାମୀଙ୍କ ଘର ଆଗରେ ନବବଧୁର ଧାରଣା। ପୂର୍ବରୁ ଉଭୟଙ୍କ ମଧ୍ୟରେ କୋର୍ଟ ବିବାହ ହୋଇଥିଲା । ଆଜି ରୋଷଣୀ ଧରି ବର ଯାଆନ୍ତା ବୋହୁ ଘରକୁ ।
#newbride #fatherinlaw #Berhampur #strike #groomhouse #Odisha #ArgusNews