ବିଲ ମଝିରେ ଥିବା ଏକ ବୁଦା ନିକଟରୁ ଗଳିତ ମୃତଦେହ ଉଦ୍ଧାର । ମୃତଦେହର ଗଣ୍ଡି ନିକଟରୁ ପ୍ରାୟ 200 ମିଟର ଦୂରରେ ଠାବ ହୋଇଛି ମୁଣ୍ଡ । ତେବେ ମୃତଦେହଟି କିଛିଦିନ ପୂର୍ବରୁ ନିଖୋଜ ଯୁବକଙ୍କର ବୋଲି ସନ୍ଦେହ କରାଯାଉଛି ।
#ArgusNews #Odisha #ArgusUpdateNews #Bhadrak #Dhamnagar #deabbody