Headlines 10 am | 23 Sept 2022 | Argus News
+ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା..
+ଆଜି ଓଡ଼ିଶା ଆସୁଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ…
+ବାଇକ୍ ସହିତ ଅଜଣା ଗାଡ଼ି ଧକ୍କା…
+ଆଜି ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ…
+ଶାରଦୀୟ ଦୁର୍ଗାପୂଜା ଲାଗି ଚଳ ଚଞ୍ଚଳ ରାଜ୍ୟର ବିଭିନ୍ନ ଶକ୍ତିପୀଠ…
+ଆଜି ଇଣ୍ଡିଆ ଅଷ୍ଟ୍ରେଲିଆ ଦ୍ଵିତୀୟ T୨୦...
#propertylist #released #BJP #sunilbansal #2024Election #RoadAccident #inaugurate #IndiaAustralia #t20match #ArgusNews