ଜେନିଫର ଓ ସିନ୍ଧୁଙ୍କ ସ୍ବପ୍ନକୁ ମିଳିଲା ଡେଣା ।
ସେମାନଙ୍କ ସ୍ବପ୍ନ ପୂରଣ କରିଛି ଆଦାନୀ ସ୍କିଲ ଡେଭେଲପମେଣ୍ଟ୍ ସେଣ୍ଟର । ଆଦାନୀ ସ୍କିଲ ଡେଭେଲପମେଣ୍ଟ୍ ସେଣ୍ଟର ଯୋଗୁଁ ଭାଗ୍ୟ ଉଦୟ । ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇ ଦେବାକୁ ଅନେକ ପ୍ରକାରର କୋର୍ସ ପ୍ରଦାନ କରୁଛି ଆଦାନୀ ସ୍କିଲ ଡେଭେଲପମେଣ୍ଟ୍ ସେଣ୍ଟର
#ArgusNews #Adani #AdaniSkillDevelopment #Education