ଯୋଗମୟ ଯୋଗର ମହାଭୂମି
ଋଷିକେଶରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ମାର୍ଚ୍ଚ ୭ ତାରିଖ ଯାଏଁ ଚାଲିବ ଏହି ଉତ୍ସବ । ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବର ଉଦଘାଟନ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମି ।
#ArgusNews #InternationalYogaDay #yoga #uttarakhandtourism #festival #inaugurated #Uttarakhand #National