#ଯୋଗ_ନଗରୀରେ_ଝୁମିଲେ_ଦର୍ଶକ
ଋଷିକେଶରେ ଜାରି ରହିଥିବା 7 ଦିନିଆ ଆନ୍ତର୍ଜାତିକ ଯୋଗ ମହୋତ୍ସବରେ ପରିବେଷିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ ।
#ArgusNews #rishikesh #internationalyogafestival #culturalprogram #uttarakhand