#ମୋଦୀଙ୍କ_ବିରୋଧରେ_ଅପଶବ୍ଦ_କହି_ସେଲ୍ଫ_ଗୋଲ_କରୁଛି_କି_କଂଗ୍ରେସ ?
#କଂଗ୍ରେସ_ସଭାପତି_ମଲ୍ଲିକାର୍ଜୁନ_ଖଡଗେ_ମୋଦୀଙ୍କୁ_ରାବଣ_ସହ_କଲେ_ତୁଳନା
#ଯେବେ_କଂଗ୍ରେସ_ନେତା_ମାନେ_ଦେଇଛନ୍ତି_ନରେନ୍ଦ୍ର_ମୋଦୀଙ୍କୁ_ଗାଳି_କହିଛନ୍ତି_ଅପଶବ୍ଦ_ସେବେ_ବଢିଛି_ମୋଦୀଙ୍କ_ଲୋକପ୍ରିୟତା
କଂଗ୍ରେସ ନେତା ମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାଳି ଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ କରିବା ଘଟଣା କମ ହେଉ ନାହିଁ । ଏବେ କଂଗ୍ରେସର ନବ ନିର୍ବାଚିତ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁଜରାତ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଅପଶବ୍ଦର ପ୍ରୟୋଗ କରିଛନ୍ତି ।
Narendra Modi #PrimeMinister #malikarjunkharge #Congress #ArgusNews