#ସିନ୍ଧୁ_ଜଳ_ସନ୍ଧିକୁ_ନେଇ_ପାକିସ୍ଥାନକୁ_ଘେରିଲା_ଭାରତ
#ସିନ୍ଧୁ_ଜଳ_ସନ୍ଧିରେ_ସଂସୋଧନ_କରିବାକୁ_ପାକିସ୍ଥାନକୁ_ନୋଟିସ
୯୬୦ ମସିହା ସେପ୍ଟେମ୍ବରରେ ପ୍ରଥମଥର ଏହି ସନ୍ଧି ହୋଇଥିଲା । ୬୨ ବର୍ଷ ପୂର୍ବରୁ ହୋଇଥିବା ଏହି ସନ୍ଧିରେ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଅଲୋଚନା ହେବା ପରେ ମଧ୍ୟ ପାକିସ୍ଥାନ ଏହାକୁ ଗମ୍ଭୀରତାର ସହ ନେଇ ନଥିବାରୁ ଭାରତ ସରକାରଙ୍କ ତରଫରୁ କଡା ନିଷ୍ପତ୍ତି ଗ୍ରହଣ କରି ଏହି ନୋଟିସ ଜାରୀ କରାଯାଇଛି ।
#ArgusNews #Pakistan #IndusWatersTreaty #Notice #PMNarendraModi #indiagovt #National