ଝିଅର ବାହାଘରରେ ବାପା କଲେ ବାଜାବାଣର ବ୍ୟବସ୍ଥା। ବରଯାତ୍ରୀ ପ୍ରସେସନରେ ସେ ନିଜେ ପ୍ରସେସନର ବାଜା ବାଣର ବ୍ୟବସ୍ଥା କରିଛନ୍ତି । ସାଧାରଣତଃ ବରଯାତ୍ରୀ ପ୍ରସେଶନର ସମସ୍ତ ବ୍ୟବସ୍ଥା ପୁଅଘର ପକ୍ଷରୁ ହିଁ ହୋଇଥାଏ,କିନ୍ତୁ ଏଠାରେ ଝିଅର ବାପା ବେଶ ଖୁସିର ସହ ନିଜ ଝିଅ ର ବାହାଘର ପାଇଁ ପ୍ରସେଶନର ଦାୟିତ୍ବ ନେଇଛନ୍ତି ।
#uniquemarriage #procession #barat #drum #moradabad #ArgusNews