ବଡଦିନ ଛୁଟିରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଦର୍ଶକଙ୍କ ଭିଡ ଲାଗିଛି । ଜୟପୁରର ପିଙ୍କ ସିଟିରେ ପର୍ଯ୍ୟଟକଙ୍କ ଖୁବ ଭିଡ ଦେଖିବାକୁ ମିଳିଛି । ଛୁଟିଦିନ ହେତୁ ପର୍ଯ୍ୟଟକ ଏହି ପିଙ୍କ ସିଟିର ଢେର ମଜା ଉଠାଉଛନ୍ତି ।
#pinkcity #jaypur #tourists #visit #enjoy #ArgusNews