#ଇମ୍ରାନଙ୍କୁ_ଧୋକା_ଦେଲା_ଚାଇନା_ଟିକା
ଶନିବାର ଦିନ କୋଭିଡ଼୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏବେ ସେ ହୋମ୍ ଆଇସୋଲେସନରେ ରହିଥିବାର ଜଣାପଡ଼ିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାର୍ଚ୍ଚ ୧୮ ତାରିଖ ଦିନ ଚାଇନିଜ୍ କମ୍ପାନୀ ସିନୋଫାର୍ମ ଟିକାର ପ୍ରଥମ ଡୋଜ୍ ନେଇଥିଲେ ଇମ୍ରାନ୍.....
#ArgusNews #National #Pakistan #Imran_khan #Covid_Vaccine