ଭବିଷ୍ୟତର କୋଭିଡ୍ ହସସ୍ପଟକୁ ନେଇ ବଢ଼ିଲା ବୈଜ୍ଞାନିକଙ୍କ ଚିନ୍ତା । ଚିହ୍ନଟ ହେଲା ବିଶ୍ବର କେଉଁ ସ୍ଥାନ ପାଲଟିବ ଭବିଷ୍ୟତର ସମ୍ଭାବ୍ୟ କୋଭିଡ୍ ହଟସ୍ପଟ୍ । ଚିହ୍ନଟ ଦେଶ ବା ସ୍ଥାନରୁ ନୂଆ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିବାର ଆଶଙ୍କା । ପୁଣି ସଂଦେହ ଘେରରେ ଚୀନର ଅଧିକାଂଶ ଅଂଚଳ ।
#ArgusNews #National #CoronaVirus #CovidHotspot