ଆମେ ବିଜ୍ଞାନ ଯୁଗର ମଣିଷ । ବିଜ୍ଞାନ ଆମ ଜୀବନକୁ ପ୍ରତିଟି କ୍ଷେତ୍ରରେ ପ୍ରଭାବିତ କରିପାରିଚି । ଆପଣ ଲକ୍ଷ କରିଥିବେ ସାଇନ୍ସ ଫିକ୍ସନ ଫିଲ୍ମ ପ୍ରତି ଧୀରେ ଧୀରେ କେତେ ଆକୃଷ୍ଟ ହେଉଛନ୍ତି ଯୁବପିଢୀ । ଆପଣ ମାନେ ସିନେମାରେ ଦେଖିଛନ୍ତି ରୋବର୍ଟ ଜନ୍ମଦେଉଛି ରୋବର୍ଟକୁ ।
#Science #influenced #Robert #movie #Odisha #ArgusNews