#କନିଆ_୬୭କୁ_ବର_୬୫
#ଆଉ_ପ୍ରେମ_ହେଲା_ଧାନକ୍ଷେତରୁ
ଧାନକ୍ଷେତରୁ ଭଲ ପାଇବା ଆଉ ଶେଷରେ ପିଲାଙ୍କ ପ୍ରତିବନ୍ଧକ ସତ୍ତ୍ୱେ ଏକାଠି ହେଲେ ୨ ଲଭ ବାର୍ଡ l ଦର୍ଶକବନ୍ଧୁ ଆପଣଙ୍କୁ ବୋଧ ହୁଏ ଏହା କୌଣସି ଫିଲ୍ମ କାହାଣୀ ଭଳି ଲାଗୁଥିବ । କିନ୍ତୁ ଏମିତି ଏକ ଅଜବ ଗଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ l
#Kendrapara #Love #marriage #farming #Odisha #ArgusNews