କଟକ ଜିଲ୍ଲା ଅଧିନ ନରସିଂହପୁର ବ୍ଳକ ରେ ଅବସ୍ଥିତ ଅନ୍ୟତମ ଶୈବ ପୀଠ ଚମ୍ପାନାଥ, ଏହି ପୀଠକୁ ଲାଗିରହିଥିବା ପୋଖରି ରେ ପୁରାତନ ଯୁଗରୁ ଅଛନ୍ତି ଶତାଧିକ କଇଁଛ । କଇଁଛ ମାନଙ୍କୁ ପର୍ଯ୍ୟଟକ ମାନେ ପ୍ରତ୍ୟେକ ଦିନ ଖାଦ୍ୟ ଦେଇଥାନ୍ତି କିନ୍ତୁ କରୋନା ପ୍ରଭାବରେ ପର୍ଯ୍ୟଟକ ନ ଆସୁଥିବାରୁ କଇଁଛ ମାନେ ବର୍ତ୍ତମାନ ଉପାସରେ
#ArgusNews #Odisha #ArgusNewsTV #Cuttack #Narasinghpur #champanathtemple #Turtle