#୭୦_ପ୍ରକାର_ପାନ_ଦେଉଛି_କଟକର_ପାନ_କାଫେ !
କଟକରେ ଖୋଲିଛି ରାଜ୍ୟର ପ୍ରଥମ ପାନ କାଫେ । ଏଠାରେ ମିଳୁଛି ୭୦ ପ୍ରକାରର ସୁଗନ୍ଧିତ ପାନ । ପାନର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭ ହୋଇ ୨୧୦୦ ଟଙ୍କା ଯାଏଁ ରହିଛି । ରାଜ୍ୟର ଅନ୍ୟ ସହର ତୁଳନାରେ ସବୁଠୁ ଅଧିକ ପାନ ବିକ୍ରି ହେଉଥିବା ହଜାର ବର୍ଷର ସାଂସ୍କୃତିକ ସହର କଟକରେ ଏବେ ସବୁ ବର୍ଗର ଗ୍ରାହକ ମାନଙ୍କ ନିକଟରେ ପାନର ସ୍ୱାଦ ପହଂଚାଇଦେବା ପାଇଁ ଆଲିସା ବଜାରର ସୁଶାନ୍ତ ଦାସ ଆରମ୍ଭ କରିଛନ୍ତି ଏଭଳି ଏକ କାଫେର ପରିକଳ୍ପନା
#GoodNews #Cuttack #Pancafe #alishabazaar #SushantDas #Odisha #ArgusNews