#ଡହ_ଡହ_ଖରାରେ_ମିଳୁନି_ପିଇବା_ପାଣି
ଜଳ ମୁନ୍ଦାଏ ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ବଲାଙ୍ଗୀର ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବରେ ବେଶ ଜଣାଶୁଣା ଆଗଲପୁର ଅଞ୍ଚଳ । ଏ ଦୁର୍ଗମ ଅଞ୍ଚଳରେ ସତେ ଯେମିତି ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ଯୋଜନା ଦୂରରେ ରହିଯାଉ ଥିବା ବେଳେ ଏଠିକାର ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ।
#ArgusNews #Balangir #development #WaterProblem #skilldevelopment #Odisha