ଗାଁରେ ବିକାଶ ଶୁନ ହେଲେ ଭୋଟ ହାତେଇବା ପାଇଁ ଚାଲିଛି ଶାସକ ଦଳର ଟଙ୍କା ବଣ୍ଟା । ଚିତାଖୋଲ ଗାଁ ଆଜିବି ବିକାଶ ଠୁ ବହୁ ଦୂରରେ । ପାଠ ପଢ଼ିବାକୁ ହେଲେ ଛୋଟ ଛୋଟ ପିଲାଙ୍କୁ ଚାଲି ଚାଲି ଯିବାକୁ ପଡୁଛି ୫ କିଲୋମିଟର ରାସ୍ତା । ଦେଖିବା ଏହି ରିପୋର୍ଟ
#ArgusNews #Baragarh #Development #Padampur #Bypoll #Odisha