#ପ୍ରଶ୍ନର_ଉତ୍ତର_ଦେଉନାହାନ୍ତି_ମେୟର
ପ୍ରଶ୍ନ ପଚାରିବା ବେଳେ ମୁହଁ ବୁଲେଇ ଚାଲିଗଲେ । ଆଜି ଯାଏଁ ରାସ୍ତା କାହିଁକି ହେଲାନି,କାହିଁକି ଡ୍ରେନେଜ ବ୍ୟବସ୍ଥା ହୋଇନଥିଲା ପଚାରିବାରୁ ମେୟରଙ୍କ ସେହି ଗୋଟିଏ ଉତ୍ତର କାମ ଏବେ ଆରମ୍ଭ ହୋଇଛି ।
#Bhubaneswar #Naharakanta #MayorVisit #Heavyrain #RoadProblem #Odisha #ArgusNews