ବିନିକା ସହର ବିକାଶରେ ବାଧାହେବା ସହ ଚାଷ ଜମିରେ କୁପ୍ରଭାବ ପଡିବା ନେ଼ଇ ,ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍ ଟାୱାର କୁ ବିରୋଧ କରି କ୍ଷତିଗ୍ରସ୍ତ ଲୋକମାନେ ବିନିକା ବିଜ୍ଞାପତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
#ArgusNews #Subarnapur #Binika #hightransmissiontower #Petition #Odisha