ଆରମ୍ଭ ହୋଇଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ। ସକାଳ ୮ଟାରୁ ଚାଲିଛି ଭୋଟିଂ। ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି ।
#ArgusNews #Delhi #MCDElection #Voting #National