ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଥରଖମ୍ବ ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ବିବାଦର ଭୟଙ୍କର ପରିଣତି । ବୋହୂ ସହ ୨ ନାତୁଣୀଙ୍କୁ ଘରେ ପୁରାଇ ନିଆଁ ଲଗାଇ ଦେଇଥିଲେ ନିଶାସକ୍ତ ଶ୍ବଶୂର | ଫଳରେ ଗାଁର ୩୦ରୁ ଅଧିକ ବଖରା ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି
#ArgusNews #Dhenkanal #Parajanga #Firemishap #Odisha