ଢେଙ୍କାନାଳ କାମାକ୍ଷାନଗର NAC ପୁରୁଣା ରେକୁଳା ଗାଁରେ ଝାଡ଼ାବାନ୍ତି ଆତଙ୍କ । ଗାଁର ୬୦ରୁ ଅଧିକ ଲୋକ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହୁରି ଅନେକ ଲୋକ ଘରେ ଚିକିତ୍ସିତ ହେଉଛନ୍ତି
#ArgusNews #Dhenkanala #diarrhoea #Hospitalised #Odisha