#ମିଳୁନି_ବିଶୁଦ୍ଧ_ପାନୀୟ_ଜଳ
#କୂଅ_ଉପରେ_ନିର୍ଭର_କରୁଛନ୍ତି_ଲୋକେ
ଯୋଜନ ଯୋଜନ ଦୁରରେ ସରକାରୀ ଯୋଜନା । ଗ୍ରାମାଞ୍ଚଳରେ ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ଲୋକମାନଙ୍କ ପାଖରେ କେତେ ପହଁଚୁଛି ତାହାର ଉଦାହରଣ ଏହି ଗୌରାପାଳ ଗାଁ ।
#ArgusNews #jajpur #Korei #WaterProblem #drinkingwater #PublicIssue #Odisha