ଝାରସୁଗୁଡ଼ାରେ ବେକାବୁ ଆଇନଶୃଙ୍ଖଳା । ସମର୍ଥ ଅପହରଣ ହତ୍ୟା ନେଇ ଚର୍ଚ୍ଚା ନ ଥମୁଣୁ ଆଉ ଜଣେ ନାବାଳକର ମିଳୁନି ପତ୍ତା । ଶୁକ୍ରବାରଠୁ ଘରକୁ ଫେରିନି ୧୦ ବର୍ଷର ବାଳକ ପ୍ରିନ୍ସ । ଥାନାରେ ଏତଲା, ପୋଲିସ ତଦନ୍ତ ଜାରି ।
#ArgusNews #Jharsuguda #SamarthDeathCase #MinorBoy #kidnapCase #Prince #Odisha