କ୍ରସ ଓଭର ମ୍ୟାଚରେ ଟିମ ଇଣ୍ଡିଆକୁ ଚିୟର କରିବାକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ପହଞ୍ଚିଲେ ଗୁଜୁରାଟର ଜୁନିଅର ଏବଂ ସବ ଜୁନିଅର ହକି ଟିମ. କ୍ରସ ଓଭର ମ୍ୟାଚ ଜିତିବା ସହ ଭାରତ ଏହି ବିଶ୍ୱକପ ଜିତିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି
#ArgusNews #Hockey #WorldCupHockey2023 #KalingaStadium #Bhubaneswar #Odisha