#କେଭେ_ଦୂର୍_ହେବା_ଚାଷୀର୍_ଦୁଃଖ୍
ଧାନ୍ ଉଠାବାର୍ ଦାବିନେ ରାସ୍ତାଥି ବଏଲେ ଚାଷୀ । ଆଜି ଭବାନିପାଟଣା ସଦର ବ୍ଲକ ଦାଦପୁର ମଣ୍ଡିରେ ଧାନ ଶିଘ୍ର ଉଠାଇବା ଓ କଟନି ଛଟନି ବନ୍ଦ କରିବା ଦାବିରେ ପାଷ୍ଟିକୁଡି କେ ସଂଯୋଗ କରୁଥିବା ରାସ୍ତା କୁ ଅବରୋଧ କରିଥିଲେ ଚାଷୀ ।
#ArgusNews #Kalahandi #Bhawanipatna #farmersProtest #Odisha