#ବଦ୍ରି_ନନ୍ଦନଙ୍କ_ସୁରକ୍ଷାରେ_କେନ୍ଦୁଝର_ପୋଲିସ
#ସୁନନ୍ଦ_ମର୍ଡର_କେସର_ମୁଦାଲା_ନମ୍ବର_12_ଟୁଟୁ_ପାତ୍ର
ଲୁଚାଉଥିଲେ ହେଲେ ମିଳିଗଲା। ବହୁଚର୍ଚ୍ଚିତ କେନ୍ଦୁଝର ଘଷିପୁରା ସୁନନ୍ଦ ମର୍ଡର କେସର ଏଫଆଇଆର କପି ଲାଗିଛି ଅର୍ଗସ ହାତରେ। ନଜର ପକାନ୍ତୁ ଏଇ ଏଫଆଇଆର କପି ଉପରେ। ଅନ୍ୟ ଅଭିଯୁକ୍ତଙ୍କ ସହ 12 ନମ୍ବର ମୁଦାଲା ହେଉଛନ୍ତି ଟୁଟୁ ପାତ୍ର
#Keonjhar #miningScam #BJD #TutuPatra #PoliceCase #school #ArgusNews