#ସଂକଟ_ହାରିଣୀ_ମା_ତାରିଣୀଙ୍କ_ଚଇତି_ପର୍ବ_ଉପଲକ୍ଷେ_ଉତ୍ସବମୁଖର_ଘଟଗାଁ
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ତାରିଣୀଙ୍କ ପୀଠରେ 87 ତମ ଚଇତି ପର୍ବ ଧୁମଧାମରେ ପାଳିତ ହେଉଛି । ଧୂପ, ଦୀପ, କର୍ପୂର ବାସ୍ନାରେ ମହକୁଛି ମନ୍ଦିର । ମନ୍ଦାର ଫୁଲ ମା'ଙ୍କର ଅତି ପ୍ରିୟ ହୋଇଥିବାରୁ ଚଇତି ପର୍ବରେ ଭକ୍ତ ମାଆଙ୍କୁ ମନ୍ଦାର ସମର୍ପଣ କରୁଛନ୍ତି ।
#ArgusNews #MaaTarini #Ghatagaon #ChaitiParba #Worship #ChaitiFestival #Keonjhar #celebrated #Odisha