ରାଜ୍ୟରେ ଅନେକ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ। ପେଟ ଥଣ୍ଡା ରଖିବା ପାଇଁ ରାଜଧାନୀ ରେ ମେଲିଛି ତାଳସଜ ପସରା। ଉଦୁଉଦିଆ ଦିହିପହରେ ବେପାରୀମାନେ ଖରାରେ ବସି ଗ୍ରାହକଙ୍କୁ ଖୁଆଉଛନ୍ତି ତାଳସଜ। ଏହି ଫଳର କଅଁଳ ସୁଆଦିଆ ରସ ଖାଇବାକୁ ଲୋକଙ୍କ ଭିଡ଼ ଜମୁଛି ।
#Bhubaneswar #summer #palmfruit #IceApple #cool #Odisha #ArgusNews