ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ କଟକର ଜଣେ ଶିକ୍ଷୟିତ୍ରୀ। ଶ୍ରେଣୀରେ ପିଲାଙ୍କୁ ଅନୁଶାସନ ସହ ପଢ଼ାଇବାକୁ ରୋଚକ କିପରି କରାହେବ ? ଶୁଣନ୍ତୁ କ'ଣ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...।
#ArgusNews #ParikshaPeCharcha #NarendraModi #cuttackteacher #motivation #Odisha