#ସରକାରଙ୍କୁ_ସଡ଼କ_ସୁରକ୍ଷା_ଚିନ୍ତା
#୧୮ବର୍ଷରୁ_କମ୍_ବୟସର_ପିଲାଙ୍କୁ_ଗାଡି_ଦେଲେ_ପଡିବ_ଭାରି
ଧରା ପଡିଲେ କଟିବ ୨୫ ହଜାର ଟଙ୍କାର ଜୋରିମାନା । ଏମିତି କି ଜେଲ ବି ଯାଇପାରନ୍ତି ଅଭିଭାବକ । ୨୫ ବର୍ଷ ପାଇଁ ରଦ୍ଦ ହେବ ଗାଡ଼ି ମାଲିକଙ୍କ ଲାଇସେନ୍ସ ।… ସିଜ୍ ହେବ ଗାଡି।
#ArgusNews #Roadsafety #Vehicle #Fine #OdishaGovt #Odisha