ବିଜେଡି ନେତା ପ୍ରବୀର ଜେନାଙ୍କ ବିରୁଦ୍ଧରେ ଥାନାରେ ଏତଲା
ଭଦ୍ରକ ପୌରପାଳିକାର ଉପାଧ୍ୟକ୍ଷାଙ୍କ ପୁତ୍ର ତଥା ବିଜେଡି ନେତା ପ୍ରବୀର ଜେନାଙ୍କ ବିରୁଦ୍ଧରେ ଥାନାରେ ଏତଲା । ଥାନାରେ ଏତଲା ଦେଲେ ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ । ପ୍ରବୀର ତାଙ୍କୁ ଗାଳି ଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିବା ଏତଲାର ଉଲ୍ଲେଖ। ।
#Bhadrak #DeputyMayor #Fir #Odisha #ArgusNews