#ଅଧପନ୍ତରିଆ_ଭାବେ_ପଡ଼ି_ରହିଛି_ଅଙ୍ଗନବାଡ଼ି_କେନ୍ଦ୍ର
#ଗାଁ_ମନ୍ଦିର_ଚଟାଣରେ_ପାଠ_ପଢୁଛନ୍ତି_ଅଙ୍ଗନବାଡି_ଶିଶୁ
ବାଲେଶ୍ୱର ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଭୋଗପୁର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ପରିସରରେ ଦୀର୍ଘ ୮ବର୍ଷଧରି ଅଙ୍ଗନବାଡ଼ି ଘର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାଏ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ଗାଁରେ ଥିବା ଗ୍ରାମଦେବତୀଙ୍କ ଚଟାଣରେ ଦୀର୍ଘ ବର୍ଷଧରି ପାଠ ପଢୁଛନ୍ତି ୨୦ରୁ ଉର୍ଦ୍ଧ୍ବ ଅଙ୍ଗନବାଡି ଶିଶୁ ।
#balesore #Anganwadi #contraction #work #Odisha #ArgusNews