ପୁଣି ମାତିଲେ ଲାଲ ବାହିନୀ । ଦୀର୍ଘ ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ନବରଙ୍ଗପୁର ଜିଲା ଉମରକୋଟ ଠାରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରେଇ ବସ୍କୁ ଜାଳି ଦେଇଛନ୍ତି ମାଓବାଦୀ ।
#Nabrangpur #Bus #Burned #RedArmy #Odisha #ArgusNews