#ନାବାଳକକୁ_ଫାଣ୍ଡିରେ_କାହିଁକି_ଅଟକାଇଲା_ପୋଲିସ?
#କଣ_ମୋବାଇଲ_ଚୋରି_ପାଇଁ_୩_ଦିନ_ଅଟକ?
#ନାବାଳକ_ପଛରେ_ଅଛି_କି_ବଡ_ଗ୍ୟାଙ୍ଗ?
SCB ମେଡ଼ିକାଲ ଫାଣ୍ଡିରେ ନାବାଳକ ଅଟକ ରଖିବା ଘଟଣାର ହେବ ତଦନ୍ତ । ମୋବାଇଲ ଚୋରି ପାଇଁ ନାବାଳକ ଅଟକ ରହିଥିଲା ଅଭିଯୋଗ କରିଛି CWC । ଏଥିରେ କେତେ ସତ୍ୟତା ରହିଛି
ସେନେଇ ତଦନ୍ତ କରିବେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ।
#MinorBoy #CommissioneratePolice #Odisha #ArgusNews #CWC #police