ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେଣି ଟ୍ରାଫିକ ପୋଲିସ । ଥରେ ଚାର୍ଜ କଲେ ୮ ଘଣ୍ଟା ପର୍ଯ୍ୟନ୍ତ କୁଲ ରଖିବ ମୁଣ୍ଡ । ଏସି ହେଲମେଟ୍କୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରିଛି କମିଶନରେଟ ପୋଲିସ