ପୁଣି ବିବାଦରେ ସୋର ବିଧାୟକ ପର୍ଶୁରାମ ଧଡା
ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଦାଦାଗିରି....ନିଜ ଦଳର ସଭ୍ୟଙ୍କୁ ଅସଭ୍ୟ ଗାଳି କରି ଚର୍ଚ୍ଚାକୁ ଆସିଥିବା ବିଧାୟକ ଏବେ ନିଜର ସମର୍ଥକଙ୍କୁ ଲଗାଇ ଲୋକଙ୍କୁ ଦେଉଛନ୍ତି ଧମକ । ଯେଉଁଥିପାଇଁ ସୋର ଥାନାରେ ଦାଏର ହୋଇଛି ମାମଲା....
#ArgusNews #Odisha #Soro #MLA #Controversy