ରାଜ୍ୟରେ ବଜ୍ରାପାତ ସହ ବର୍ଷା ସମ୍ଭାବନା ....
Fri, Feb 19 | 3:53 p.m.
ରାଜ୍ୟରେ ବଜ୍ରାପାତ ସହ ବର୍ଷା ସମ୍ଭାବନା । ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡିଶାର ବାଲେଶ୍ୱର, ଗଜପତି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ମଧ୍ୟ ବର୍ଷା ଓ ବଜ୍ରପାତ ସହ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି .....
#ArgusNews