ସମ୍ବଲପୁର - ବରେଇପାଲି ଛକରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ ମୃତ ଜଣେ ଗୁରୁତର ହୋଇଛନ୍ତି । 2 ବାଇକରେ 4 ଜଣ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା । ରାତି ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତୀ କରାଯାଇଥିଲା ...
#ArgusNews #Sambalpur #Accident #Death