ବେକାରୀ ସମସ୍ୟାଙ୍କୁ ଦୂର କରନ୍ତୁ ରାଜ୍ୟ ସରକାର
ରାଜ୍ୟରେ ବଢିଚାଲିଛି ବେକାରୀ ସମସ୍ୟା। କେବଳ କଥା ବଡ ବଡ କିନ୍ତୁ କାମ କିଛି ନାହିଁ ତେଣୁ ଆଗାମୀ ଦିନରେ କଂଗ୍ରେସ ଏକ ବିଶାଳ ଆନ୍ଦୋଳନ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ......
#ArgusNews #Odisha #Bhuabaneswar #Congress SuraRoutray