ଅମାନିଆଙ୍କୁ ମାସ୍କ ବାଣ୍ଟୁଛନ୍ତି ବାଲେଶ୍ୱରର ଫିଉଚର ସାମାଜିକ ସଂଗଠନ
ଫିଉଚର ସାମାଜିକ ସଂଗଠନ ତରଫରୁ ବାଲେଶ୍ୱର ଫାଣ୍ଡି ଛକ ଠାରେ କୋରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ମାକ୍ସ ବଣ୍ଟନ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଛି....
#ArgusNews #Odisha #Balasore #Mask #Distribution