ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ରଞ୍ଜନା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ରଞ୍ଜନା ଗାଁର ସୁମି ମୁଣ୍ଡା ଏବଂ ସ୍ୱାମୀ ସୁଶୀଲ ମୁଣ୍ଡା ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କର 20 ଦିନର ଶିଶୁ ପୁତ୍ରକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି ......
#ArgusNews #Odisha #Anugul #ChildMissing
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍