ମରିଗଲାଣି ମାନବିକତା । ବେକରେ ଘା ଟିଏ ହେଲା ବୋଲି ଘରୁ ବିଦା କରି ଦେଲା ବଡଭାଇ । ସେହି ଘା ଧୀରେ ଧୀରେ ବଢିବାରେ ଲାଗିଥିବା ବେଳେ ଜୀବନର ଗତିପଥ ବି ବଦଳିଗଲା । ପାଖରେ ଆହା ପଦେ କହିବାକୁ କେହି ନ ଥିବାରୁ ହୋମ ପାଇପ ଭିତରେ ବିତୁଛି ଜୀବନ । ଦେଖନ୍ତୁ ମାନବିକତାକୁ ଶତ ଧିକ୍ କରୁଥିବା ଏଭଳି ଏକ ହୃଦୟ ବିଦାରକ କାହାଣୀକୁ ନେଇ ଆମର ଏକ୍ସକ୍ଲୁସିଭ୍ ରିପୋର୍ଟ ...
#ArgusNews #Odisha #Mayurbhanj #helpness
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app