#ବିଡ଼ିଓଙ୍କ_ମନମୁଖି_କାର୍ଯ୍ୟକୁ_ବିରୋଧ
ବିବାଦ ପରେବି ପିଡିଏସ୍ ସାମଗ୍ରୀ ବଣ୍ଟନକୁ ବିରୋଧ । ପିଡିଏସ ଗାଡ଼ି ଅଟକ ରଖିବା ସହ ରାତିରେ ଧାରଣାରେ ବସି ରହିଲେ ମହିଳା । ନିର୍ଦ୍ଧିଷ୍ଠ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଚାଉଳ ବଣ୍ଟନକୁ ବିରୋଧ କରି ପ୍ରତିବାଦ...
#ArgusNews #Odisha #Puri #Pipili #PDS #strike