Ex-PM Manmohan Singh & wife take Covid vax at AIIMS
ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟ ରେ ଦାବୀ କରୁଥିଲେ ସୁଦ୍ଧା ସରକାର କୌଣସି ଗୁରୁତ୍ତ୍ୱ ଦେଉ ନଥିବାରୁ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ପାଟଣାଗଡ଼ ବଲାଙ୍ଗିର ମୁଖ୍ୟ ରାସ୍ତାରେ ଥିବା ପଞ୍ଚ ମୁଖୀ ହନୁମାନ ମନ୍ଦିର ନିକଟରେ 3 ଘଣ୍ଟିଆ ରାସ୍ତାରୋକ କରି ଚକା ଜାମ କରିଥବା ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବାହାନ ଅଟକି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ....
#ArgusNews #Bolangir #BJPStrick #Odisha
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app